Viral Video: IIT ବାବାଙ୍କ ନୂଆ ଅବତାର; ହାତରେ ଲଗାଇଲେ ମେହେନ୍ଦୀ, ବଜାଇଲେ ବଇଁଶୀ

ପୁଣି ଚର୍ଚ୍ଚାରେ IIT ବାବା। ଏଥର ସେ ମେହେନ୍ଦୀ ଲଗାଇ ବଂଶୀ ବଜାଉଥିବାର ନଜର ଆସୁଛନ୍ତି। ଲାଇଭ୍ ଷ୍ଟ୍ରିମିଂ ଯୋଗୁଁ ଖବରରେ ଥିବା IIT ବାବା ଏଥର ତାଙ୍କ ରିଲ୍ ଯୋଗୁଁ ଭାଇରାଲ୍‌ ହେଉଛନ୍ତି।

Viral Video: IIT ବାବାଙ୍କ ନୂଆ ଅବତାର; ହାତରେ ଲଗାଇଲେ ମେହେନ୍ଦୀ, ବଜାଇଲେ ବଇଁଶୀ
Array