Viral Video: ବରଫ ଗଦାରେ ପୋତିହୋଇଛି ପାଦରୁ ବେକ, ମୁହଁ କେବଳ ଉପରେ; ରହିଲେ ୨ ଘଣ୍ଟା

ସ୍ୱିସ୍ ପାୱାରଲିଫ୍ଟର ଇଲିଆସ୍ ମେୟର ୨ ଘଣ୍ଟା ୭ ସେକେଣ୍ଡ ପାଇଁ ସମ୍ପୂର୍ଣ୍ଣ ବରଫରେ ପୋତିହୋଇ ବସିବାର କୃତିତ୍ୱ ହାସଲ କରିଛନ୍ତି। ସେ ଏପ୍ରିଲ ୨ ତାରିଖରେ ସ୍ୱିଜରଲ୍ୟାଣ୍ଡର ଏକ ରାସ୍ତା କଡ଼ରେ ଏହି ପରୀକ୍ଷା କରିଥିଲେ।

Viral Video: ବରଫ ଗଦାରେ ପୋତିହୋଇଛି ପାଦରୁ ବେକ, ମୁହଁ କେବଳ ଉପରେ; ରହିଲେ ୨ ଘଣ୍ଟା
Array