Viral Video: ଶାଶୂକୁ ପିଟୁଛି ବୋହୂ , ଭିଡିଓ କରୁଛି ମାଆ

ଉତ୍ତରପ୍ରଦେଶର ଗାଜିଆବାଦ ସହରର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମହିଳା ନିଜ ଶାଶୂଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଝିଅର ମାଆ ସେହି ସମୟରେ ଭିଡିଓ କରୁଥିବାର ଦେଖିବାକୁ ମିଳିଛି ।

Viral Video: ଶାଶୂକୁ ପିଟୁଛି ବୋହୂ , ଭିଡିଓ କରୁଛି ମାଆ
Array