Viral Video: ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍‌-ଲାଇବ୍ରେରିଆନ୍‌ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ମହିଳା ପ୍ରିନ୍ସିପାଲ ଏବଂ ମୈନଗାଓଁର ଲାଇବ୍ରେରିଆନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତା’ପରେ ଯାହା ହେଲା ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ଆପଣ ନିଶ୍ଚିତ କହିବେ ଏହା ବିଦ୍ୟାଳୟ ନା ଆଖଡାଶାଳ।

Viral Video: ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍‌-ଲାଇବ୍ରେରିଆନ୍‌ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ
Array