Virat kohli Won Heart: ପ୍ରଥମେ ଟ୍ରଫି ଜିତିଲେ, ପରେ ହୃଦୟ ଜିତିଲେ ବିରାଟ

ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ସର୍ବଦା ପଡିଆ ଭିତରେ ହେଉ କି ପଡିଆ ବାହାରେ ଫ୍ୟାନ ମାନଙ୍କ ହୃଦୟ ଜିତିଥିବା ବିରାଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏମିତି କିଛ କାରନାମା ପୁଣି ଥରେ କରିଛନ୍ତି।

Virat kohli Won Heart: ପ୍ରଥମେ ଟ୍ରଫି ଜିତିଲେ, ପରେ ହୃଦୟ ଜିତିଲେ ବିରାଟ
Array