Virat Kohli's Retirement Decision: ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି !

ବିରାଟଙ୍କ ପୂର୍ବରୁ ରୋହିତ ଶର୍ମା ବୁଧବାର (ମେ’ ୭ରେ) ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୭ ମେ’ରେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍‌ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ ।

Virat Kohli's Retirement Decision: ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି !
Array