Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ

ହାଇଦ୍ରାବାଦ,୨୭।୧: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ବ୍ୟାଟିଂ ସହ ମଇଦାନରେ ମଜାଳିଆ ସ୍ବଭାବକୁ ନେଇ ପରିଚିତ। ଭାରତ ଖେଳିବା ସମୟରେ ସେ ସର୍ବଦା ବିରୋଧୀ ଖେଳାଳିଙ୍କ ସହ ଥଟ୍ଟା ମଜା ଏବଂ ଉଇକେଟ ନେବା ପରର ସେଲିବ୍ରେଶନକୁ ନେଇ କ୍ୟାମେରା ସହ ପ୍ରଶଂସକଙ୍କ ଧ୍ୟାନ ଆକର୍ଷିତ କରିଥାନ୍ତି। ଏବେ କୋହଲିଙ୍କର ସେଲିବ୍ରେଶନର ନକଲ କରିଛନ୍ତି ଅଧିନାୟକ ରୋହିତ ଶର୍ମା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜିଓ ସିନେମାରେ ରେଡ୍‌ କାର୍ପେଟ ଶୋ’ରେ […] The post Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ appeared first on Dharitri Odia News.

Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ

ହାଇଦ୍ରାବାଦ,୨୭।୧: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ବ୍ୟାଟିଂ ସହ ମଇଦାନରେ ମଜାଳିଆ ସ୍ବଭାବକୁ ନେଇ ପରିଚିତ। ଭାରତ ଖେଳିବା ସମୟରେ ସେ ସର୍ବଦା ବିରୋଧୀ ଖେଳାଳିଙ୍କ ସହ ଥଟ୍ଟା ମଜା ଏବଂ ଉଇକେଟ ନେବା ପରର ସେଲିବ୍ରେଶନକୁ ନେଇ କ୍ୟାମେରା ସହ ପ୍ରଶଂସକଙ୍କ ଧ୍ୟାନ ଆକର୍ଷିତ କରିଥାନ୍ତି। ଏବେ କୋହଲିଙ୍କର ସେଲିବ୍ରେଶନର ନକଲ କରିଛନ୍ତି ଅଧିନାୟକ ରୋହିତ ଶର୍ମା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଜିଓ ସିନେମାରେ ରେଡ୍‌ କାର୍ପେଟ ଶୋ’ରେ ବିସିସିଆଇ ପୁରସ୍କାର ଦେବା ଅବସରରେ ରୋହିତଙ୍କୁ ଉଇକେଟ ନେବା ସମୟରେ କୋହଲିଙ୍କ ସେଲିବ୍ରେଶନକୁ ଦେଖାଇବାକୁ କୁହାଯାଇଥିଲା। ଏହାର ଜବାବରେ ରୋହିତ ଜବରଦସ୍ତ ମିମିକ୍ରି କରିଥିଲେ। କ୍ରିକେଟ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି।