Water Logging Problem: ରାସ୍ତା ଉପରେ ଡ୍ରେନ୍ ପାଣି...ଯାଜପୁରକୁ ଏବେ ଡେଙ୍ଗୁ ଡର, ପ୍ରଶାସନର ନାହିଁ ନଜର

ଡ୍ରେନ୍ ଗୁଡ଼ିକ ଜାମ୍ ହୋଇ ରହିବା ଫଳରେ ଦିନ ଦିନ ଧରି ରାସ୍ତା ଉପରେ ମଇଳା ପାଣି ଜମି ରହୁଛି। ଫଳରେ ଲୋକେ ସେଇ ପାଣି ଭିତରେ ପଶି ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଦୃଶ୍ୟ ପ୍ରଶାସନର ନଜରରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠୁ ଉଦବେଗଜନକ ବିଷୟଟି ହେଉଛି, ଡେଙ୍ଗୁ ଜର। ଏହି ଜର ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Water Logging Problem: ରାସ୍ତା ଉପରେ ଡ୍ରେନ୍ ପାଣି...ଯାଜପୁରକୁ ଏବେ ଡେଙ୍ଗୁ ଡର, ପ୍ରଶାସନର ନାହିଁ ନଜର
Array