Weather Forecast: ୨୦ରୁ ଭିଜାଇବ କାଳବୈଶାଖୀ ! ଆଉ ଦୁଇ ଦିନ ସିଭିୟର ହିଟ୍ୱେଭ ୱାର୍ଣ୍ଣିଂ
ଆଗକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କମିବ ତାତି । ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତା' ପୂର୍ବରୁ ୧୯ ତାରିଖ ଯାଏଁ କଲବଲ କରିବ ତାତି ।