Weather Update: ଅବପାତର ରୂପ ନେଲା ଲଘୁଚାପ, ଆଜି ବି ଲାଗି ରହିବ ବର୍ଷା

ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

Weather Update: ଅବପାତର ରୂପ ନେଲା ଲଘୁଚାପ, ଆଜି ବି ଲାଗି ରହିବ ବର୍ଷା
Array