Kotia: ଓଡ଼ିଶା ଗାଁକୁ ନେଇଯିବାକୁ ଆନ୍ଧ୍ରର ଉଦ୍ୟମ, କରୁଛନ୍ତି ଆଧାର ଅପଡେଟ୍

କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ପୁଣି ପ୍ରବେଶ କରି ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକତ୍ରିତ କରି କରୁଛନ୍ତି ଇ-କେୱାଇସି । ଲୋକଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ କରୁଛନ୍ତି ଆଧାର ଅପଡେଟ । ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।

Kotia: ଓଡ଼ିଶା ଗାଁକୁ ନେଇଯିବାକୁ ଆନ୍ଧ୍ରର ଉଦ୍ୟମ, କରୁଛନ୍ତି ଆଧାର ଅପଡେଟ୍
Array