Why Shanidev Got Anger: ଶାସ୍ତ୍ର କହୁଛି ଏହି ୨୦ଟି ଭୁଲ୍ କଲେ ଅସନ୍ତୁଷ୍ଟ ହୁଅନ୍ତି ପ୍ରଭୁ ଶନିଦେବ, ହୋଇଥାଏ ସାଂଘାତିକ ଅନିଷ୍ଟ

ଶନିଙ୍କୁ ସମସ୍ତଙ୍କର ଡର। ତାଙ୍କ କୃଦୃଷ୍ଟି ପଡ଼ିଲେ ଶକ୍ତିଶାଳୀ ଲୋକଟିଏ ମଧ୍ୟ ତଳିତଳାନ୍ତ ହୋଇଯାଇଥାଏ ବୋଲି ହିନ୍ଦୁ ଧର୍ମଶାସ୍ତ୍ରରେ କୁହାଯାଇଛି। ସେ ହେଉଛନ୍ତି ନ୍ୟାୟର ଦେବତା। ନ୍ୟାୟରେ ଥିବା ଲୋକଟିକୁ ସେ ସୁରକ୍ଷା ଦିଅନ୍ତି। ତେବେ କେଉଁ ୨୦ଟି ଭୁଲ୍ କାମ କଲେ ପ୍ରଭୁ ଶନି ରାଗନ୍ତି ଆସନ୍ତୁ ଜାଣିବା।

Why Shanidev Got Anger: ଶାସ୍ତ୍ର କହୁଛି ଏହି ୨୦ଟି ଭୁଲ୍ କଲେ ଅସନ୍ତୁଷ୍ଟ ହୁଅନ୍ତି ପ୍ରଭୁ ଶନିଦେବ, ହୋଇଥାଏ ସାଂଘାତିକ ଅନିଷ୍ଟ
Array