Woman Died After Hit by College Bus: ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍
ଦୁର୍ଘଟଣାଗ୍ରସ୍ତ ବସ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଘଟଣାର ସଠିକ୍ ତଦନ୍ତ କରିବାକୁ ଦାବି କରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା। ଦୁର୍ଘଟଣାଗ୍ରସ୍ତ ବସ୍କୁ ପୋଲିସ ଜବତ କରିଛି।