Women attacked in Bengaluru: ଓଭର ସ୍ପିଡିଙ୍ଗକୁ ନେଇ ମହିଳା କଲେ ଅଭିଯୋଗ, ରାସ୍ତା ମଝିରେ ଚାପୁଡା ମାରିଲେ ରାପିଡୋ ଡ୍ରାଇଭର

ଉତକ୍ଷିପ୍ତ ରାପିଡୋ ରାଇଡର ଜଣଙ୍କ ଯୁବତୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ପରେ ଯୁବତୀଙ୍କୁ ସେ ଏକ ଶକ୍ତ ଚାପୁଡା ମାରିଥିଲେ। ଯୁବତୀ ଜଣଙ୍କ ତଳେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ।

Women attacked in Bengaluru: ଓଭର ସ୍ପିଡିଙ୍ଗକୁ ନେଇ ମହିଳା କଲେ ଅଭିଯୋଗ, ରାସ୍ତା ମଝିରେ ଚାପୁଡା ମାରିଲେ ରାପିଡୋ ଡ୍ରାଇଭର
Array