Women's Commission: ରାଜ୍ୟରେ ମହିଳାଙ୍କ ଉପରେ ବଢୁଛି ହିଂସା, ୭ ମାସ ହେଲା ଅଚଳ ରାଜ୍ୟ ମହିଳା କମିଶନ
ରାଜ୍ୟରେ ମହିଳାଙ୍କ ଉପରେ ଗୋଟିକ ପରେ ଗୋଟିଏ ହିଂସା, ଦୁଷ୍କର୍ମ, ଅତ୍ୟାଚାର ଘଟଣା ବଢ଼ି ଚାଲିଛି। ହେଲେ ୭ ମାସ ହେଲା ନାହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଫଳରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା। ଗଦା ହେଲାଣି ମାମଲା, ହୋଇପାରୁନି ଫୈସଲା। ଏସବୁ ଭିତରେ ନ୍ୟାୟ ଆଶାରେ ନିରାଶ ନିର୍ଯ୍ୟାତିତ ମହିଳା।