Workplace Communication Tips: ଅଫିସ୍‌ରେ ଆପଣଙ୍କୁ ଦିଆଯାଉଛି କି ଟାର୍ଗେଟ୍‌… ଜାଣନ୍ତୁ କିପରି କରିବେ ‘ନା’

ଆପଣ ଯଦି କାର୍ଯ୍ୟସ୍ଥଳରେ ଟାର୍ଗେଟ୍ ଚାପର ଶିକାର ହେଉଛନ୍ତି, ତେବେ ଆପଣଙ୍କୁ ଜାଣିବା ଆବଶ୍ୟକ ଯେ କିପରି କୌଶଳ କରି ଆପଣ ମ୍ୟାନେଜର୍‌ଙ୍କୁ ମନା କରିପାରିବେ। ଆପଣଙ୍କ ଦ୍ୱାରା ଅସମ୍ଭବ କାମକୁ ମନା କରିବା ପାଇଁ ଆପଣଙ୍କୁ କିଛି ଉପାୟ ମାନିବାକୁ ପଡିବ। ଜାଣନ୍ତୁ ସେହି ଉପାୟଗୁଡିକ କ’ଣ।

Workplace Communication Tips: ଅଫିସ୍‌ରେ ଆପଣଙ୍କୁ ଦିଆଯାଉଛି କି ଟାର୍ଗେଟ୍‌… ଜାଣନ୍ତୁ କିପରି କରିବେ ‘ନା’
Array