World Environment Day: ବଞ୍ଚିଲେ ପରିବେଶ ବଞ୍ଚିବ ଜୀବଜଗତ

୧୯୭୩ରୁ ସାରା ବିଶ୍ୱର ୧୪୩ଟି ରାଷ୍ଟ୍ରରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି। ଚଳିତବର୍ଷର ଥିମ୍ ରହିଛି ‘ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ’। ‘କେବଳ ଗୋଟିଏ ପୃଥିବୀ’ରୁ ଆରମ୍ଭ ହୋଇଥିଲା ଏହି ଦିବସ।

World Environment Day: ବଞ୍ଚିଲେ ପରିବେଶ ବଞ୍ଚିବ ଜୀବଜଗତ
Array