Yashasvi Jaiswal: ଆଇପିଏଲ ଅଧାରେ ଜୟସ୍ବାଲଙ୍କ ବଡ଼ ନିଷ୍ପତ୍ତି, ଦଳ ଛାଡ଼ିବାକୁ ବୋର୍ଡକୁ ଲେଖିଲେ ଚିଠି
ଭାରତୀୟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଏହା ମଝିରେ ଏମିତି ନିଷ୍ପତ୍ତି ନେଇଛନ୍ତି ଜୟସ୍ବାଲ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ନିଜର ଦଳ ପରିବର୍ତ୍ତନ କରିବା ପାଇଁ ଜୟସ୍ବାଲ ବୋର୍ଡକୁ ଚିଠି ଲେଖିଛନ୍ତି।