ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର ଦୃଶ୍ୟ ରହିଥାଏ। ହେଲେ କ’ଣ ଆପଣ କେବେ ପୋଲିସ ଏବଂ ସେନାରେ କାମ କରୁଥିବା ‘ଡଗ୍‌ ସ୍କ୍ବାର୍ଡ’ର ଟ୍ରେନିଂ କିଭଳି ହୋଇଥାଏ ଜାଣନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପୋଲିସ କୁକୁରଙ୍କୁ କେଉଁଭଳି ଟ୍ରେନିଂ ଦିଆଯାଏ ତାହା ଦେଖିବାକୁ ମିଳୁଛି। କୁକୁରଙ୍କ ଆଖିରେ ପଟି […] The post ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ… appeared first on Dharitri Odia News.

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର ଦୃଶ୍ୟ ରହିଥାଏ। ହେଲେ କ’ଣ ଆପଣ କେବେ ପୋଲିସ ଏବଂ ସେନାରେ କାମ କରୁଥିବା ‘ଡଗ୍‌ ସ୍କ୍ବାର୍ଡ’ର ଟ୍ରେନିଂ କିଭଳି ହୋଇଥାଏ ଜାଣନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପୋଲିସ କୁକୁରଙ୍କୁ କେଉଁଭଳି ଟ୍ରେନିଂ ଦିଆଯାଏ ତାହା ଦେଖିବାକୁ ମିଳୁଛି।

କୁକୁରଙ୍କ ଆଖିରେ ପଟି ବାନ୍ଧି ଟ୍ରେନିଂ ଦିଆଯାଉଥିବା ଭିଡିଓରେ ଦେଖାଯାଉଛି। ଏହା ଦେଖିବାକୁ ଅବିଶ୍ୱସନୀୟ ଲାଗୁଛି। ହେଲେ କଡ଼ା ଟ୍ରେନିଂ ଦେଇ ଗତି କରିବା ପରେ ସେ ଶକ୍ତିଶାଳୀ ପୋଲିସ କୁକୁର ପାଲଟିଥାନ୍ତି। ଅନେକ ମାମଲାରେ ତଦନ୍ତ କରିବା ଲାଗି ସହାୟତା କରିଥାନ୍ତି।

ଟୁଇଟରରେ ମାତ୍ର ୫୫ ସେକେଣ୍ଡର ଭିଡିଓକୁ ଏଯାବତ ୪୬ ହଜାରରୁ ଅଧିକ ଥର ଦେଖାଯାଇଛି, ସେହିଭଳି ଅନେକ ଲୋକ ଏହାକୁ ଲାଇକ୍‌ ମଧ୍ୟ କରିଛନ୍ତି।

The post ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ… appeared first on Dharitri Odia News.