Year Ender 2024: ମନୋରଂଜନ ଜଗତକୁ ଶୋକ ସାଗରରେ ଛାଡିଯାଇଥିବା ୮ କଳାକାର
ଚଳିତ ବର୍ଷ ଅନେକ ସେଲିବ୍ରିଟିଙ୍କ ଘରେ ସୁଖ ଆଣିଥିବାବେଳେ କେତେକଙ୍କ ପରିବାରକୁ ଦୁଃଖ ସାଗରରେ ଛାଡିଦେଇଛି। ଇଣ୍ଡଷ୍ଟ୍ରିରେ କିଛି ତାରକା ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଏ ଦୁନିଆକୁ ବିଦାୟ ଦେଇଛନ୍ତି। ଏମାନେ ଇଣ୍ଡଷ୍ଟ୍ରିର ଏପରି ତାରକା ଥିଲେ ଯାହାଙ୍କ ଅନୁପସ୍ଥିତି ଆଉ କାହା ଦ୍ୱାରା ପୂରଣ ହୋଇପାରିବ ନାହିଁ।