Year Ender Odisha 2024: ସୁଭଦ୍ରା ଯୋଜନାରୁ ଡିଜିପି ସମ୍ମିଳନୀ, ମନେରହିବ ଏହି ସବୁ ଘଟଣା
ବର୍ଷ ୨୦୨୪ରେ ଓଡ଼ିଶାର ସବୁଠୁ ବଡ଼ ଘଟଣା ଥିଲା ସରକାର ପରିବର୍ତ୍ତନ । ବିଜେଡି ସରକାରରୁ ହଟିଲା ଓ ବିଜେପି କ୍ଷମତାକୁ ଆସିଲା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା । ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ ମାଝୀ । କିନ୍ତୁ ରାଜନୀତି ବ୍ୟତୀତ କାହିଁକି ମନେରହିବ ୨୦୨୪ ? ପଢନ୍ତୁ ଏଇ ରିପୋର୍ଟ ।