ସେଲଫି ନେଲା ଜୀବନ ! କଲଭର୍ଟରୁ ଖସିପଡ଼ିଲେ ମାଆ-ଝିଅ
ଜି.ଉଦୟଗିରି: ଖୁସି ମନାଇବା ପାଇଁ ଲାଉଡିଙ୍ଗା କଲଭର୍ଟ ବୁଲିବାକୁ ଯାଇଥିଲେ। ହେଲେ ଜାଣିନଥିଲେ ଏ ଖୁସି ତାଙ୍କ ପାଇଁ ଦୁଃଖ ଆଣିଦେବ। ମାଆ ଓ ଝିଅ କଲଭର୍ଟରେ ସେଲଫି ନେବାବେଳେ ଉଭୟେ ଖସିପଡ଼ିଥିଲେ। ବାପା ବାଇକରେ ବସିଥିବାରୁ ଉଭୟଙ୍କୁ ରକ୍ଷା କରିବାକୁ ସକ୍ଷମ ହୋଇପାରିନଥିଲେ।ମାଆ ରିୟା ଦିଗାଲଙ୍କ ବୟସ ୨୩ ଓ ତାଙ୍କ ଝିଅ ଦିବ୍ୟଶିଖା ଦିଗାଲଙ୍କ ବୟସ ୨ ବର୍ଷ। ଦୁହେଁ ଲାଉଡିଙ୍ଗା କଲଭର୍ଟରେ ସେଲଫି ନେବା ବେଳେ ଖସିପଡ଼ିଥିଲେ। ସ୍ଥାନୀୟ ଲୋକମାନେ ରାଇକିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଝିଅ ରିୟା ଦିଗାଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।
ଜି.ଉଦୟଗିରି: ଖୁସି ମନାଇବା ପାଇଁ ଲାଉଡିଙ୍ଗା କଲଭର୍ଟ ବୁଲିବାକୁ ଯାଇଥିଲେ। ହେଲେ ଜାଣିନଥିଲେ ଏ ଖୁସି ତାଙ୍କ ପାଇଁ ଦୁଃଖ ଆଣିଦେବ। ମାଆ ଓ ଝିଅ କଲଭର୍ଟରେ ସେଲଫି ନେବାବେଳେ ଉଭୟେ ଖସିପଡ଼ିଥିଲେ। ବାପା ବାଇକରେ ବସିଥିବାରୁ ଉଭୟଙ୍କୁ ରକ୍ଷା କରିବାକୁ ସକ୍ଷମ ହୋଇପାରିନଥିଲେ।
ମାଆ ରିୟା ଦିଗାଲଙ୍କ ବୟସ ୨୩ ଓ ତାଙ୍କ ଝିଅ ଦିବ୍ୟଶିଖା ଦିଗାଲଙ୍କ ବୟସ ୨ ବର୍ଷ। ଦୁହେଁ ଲାଉଡିଙ୍ଗା କଲଭର୍ଟରେ ସେଲଫି ନେବା ବେଳେ ଖସିପଡ଼ିଥିଲେ। ସ୍ଥାନୀୟ ଲୋକମାନେ ରାଇକିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଝିଅ ରିୟା ଦିଗାଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।