Yoga Guru Ramdev: ପ୍ଲେନ କ୍ରାସ୍ ପଛରେ ଅଛି କି ଷଡ଼ଯନ୍ତ୍ର ? କାହିଁକି ଏମିତି କହିଲେ ବାବା ରାମଦେବ
ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛରେ ଶତ୍ରୁ ରାଷ୍ଟ୍ର ତୁର୍କୀର ଷଡ଼ଯନ୍ତ୍ର ଥିବା ଆଶଙ୍କା କଲେ ଯୋଗଗୁରୁ ବାବା ରାମଦେବ । ଯେହେତୁ ଭାରତ ସହ ତୁର୍କୀର ସଂପର୍କ ଭଲ ନାହିଁ, ତେଣୁ ପ୍ରତିଶୋଧ ନେଇ ଥାଇପାରେ କହିଲେ ।