Youth Drowns in Koel River While Bathing in Sundargarh, Body Retrieved by Fire Services

#ନଦୀ_ଗାଧୁଆ_କାଳ_ହେଲା କାଳ ସାଜିଲା ନଦୀରେ ଗାଧୋଇବା। ପାଣିରେ ବୁଡ଼ି ଜଣେ ମୃତ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଜମସେର ଅଂଚଳରେ ଘଟିଛି ଦୁଃଖଦ ଘଟଣା। ଗତକାଲି ସଂଧ୍ୟାରେ ୨ ଜଣ ଯୁବକ ସାଂଗ ହୋଇ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଘଟିଛି