Zee Cine Awards 2024: ପଠାନ-ଜୱାନ୍‌ର ଜଲୱା, ଶ୍ରେଷ୍ଠ କଳାକାରର ଆୱାର୍ଡ ଜିତିଲେ ଶାହରୁଖ

ମୁମ୍ଵାଇ ୧୧।୦୩: ଜି ସିନେ ଆୱାର୍ଡ ୨୦୨୪ ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଏହି ଆୱାର୍ଡ କାର୍ଯ୍ୟକ୍ରମରେ ବଲିଉଡର ସମସ୍ତ ବଡ ତାରକାଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଯେମିତିକି ଶାହାରୁଖ ଖାନ, ସନ୍ନି ଦେଓଲ, ଆଲିଆ ଭଟ୍ଟ ଏବଂ କିଆରା ଆଡଭାନୀଙ୍କ ସମେତ ସମସ୍ତ ତାରକାଙ୍କୁ ଭିନ୍ନ ରୂପରେ ନଜର ଆସିଥିଲେ। ଜି ସିନେ ଆୱାର୍ଡ ୨୦୨୪ରେ କେଉଁ ତାରକାମାନେ କେଉଁ ଆୱାର୍ଡ ପାଇଛନ୍ତି? ଆସନ୍ତୁ ଜାଣିବା ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ….କିଆରା- ରାଣୀ ଟ୍ରଫି ସହିତ ପୋଜ୍ ଇନଷ୍ଟାଗ୍ରାମରେ କିଆରା ଆଡଭାନୀ ଆୱାର୍ଡ ନାଇଟ୍‌ରୁ ନିଜର ଏବଂ ରାଣୀ ମୁର୍ଖାଜୀଙ୍କ ସହିତ ଏକ ଫଟୋ ସେୟାର କରିଥିଲେ ।ଫଟୋରେ ଉଭୟ ଅଭିନେତ୍ରୀ ନିଜ ଟ୍ରଫିକୁ ପ୍ଲାଣ୍ଟ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସହିତ କିଆରା କ୍ୟାପସନରେ ଲେଖିଛନ୍ତି, “ମୋର ପ୍ରିୟ ଅଭିନେତ୍ରୀଙ୍କ ସହ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ୍ ଜିତିବା । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦର୍ଶକ ମୋତେ ସମ୍ମାନିତ କରିଥିବାରୁ ଜି ସିନେମା ଆୱାର୍ଡକୁ ଧନ୍ୟବାଦ ... ଦର୍ଶକଙ୍କ ପ୍ରେମ ଠାରୁ କୌଣସି ବଡ଼ ବିଜୟ ନାହିଁ, ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି ।View this post on InstagramA post shared by KIARA (@kiaraaliaadvani)କାର୍ତ୍ତିକ୍‌ ଆର୍ଯ୍ୟନ ବି ଦେଖାଇଛନ୍ତି ଟ୍ରଫିକାର୍ତ୍ତିକ ଆର୍ଯ୍ୟନ୍ ପରଫର୍ମ ଅଫ୍‌ ଦ ଇଅରର ଆୱାର୍ଡ ଜିତିଛନ୍ତ

Zee Cine Awards 2024: ପଠାନ-ଜୱାନ୍‌ର ଜଲୱା, ଶ୍ରେଷ୍ଠ କଳାକାରର ଆୱାର୍ଡ ଜିତିଲେ ଶାହରୁଖ

ମୁମ୍ଵାଇ ୧୧।୦୩: ଜି ସିନେ ଆୱାର୍ଡ ୨୦୨୪ ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଏହି ଆୱାର୍ଡ କାର୍ଯ୍ୟକ୍ରମରେ ବଲିଉଡର ସମସ୍ତ ବଡ ତାରକାଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଯେମିତିକି ଶାହାରୁଖ ଖାନ, ସନ୍ନି ଦେଓଲ, ଆଲିଆ ଭଟ୍ଟ ଏବଂ କିଆରା ଆଡଭାନୀଙ୍କ ସମେତ ସମସ୍ତ ତାରକାଙ୍କୁ ଭିନ୍ନ ରୂପରେ ନଜର ଆସିଥିଲେ। ଜି ସିନେ ଆୱାର୍ଡ ୨୦୨୪ରେ କେଉଁ ତାରକାମାନେ କେଉଁ ଆୱାର୍ଡ ପାଇଛନ୍ତି? ଆସନ୍ତୁ ଜାଣିବା ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ….

କିଆରା- ରାଣୀ ଟ୍ରଫି ସହିତ ପୋଜ୍ 

ଇନଷ୍ଟାଗ୍ରାମରେ କିଆରା ଆଡଭାନୀ ଆୱାର୍ଡ ନାଇଟ୍‌ରୁ ନିଜର ଏବଂ ରାଣୀ ମୁର୍ଖାଜୀଙ୍କ ସହିତ ଏକ ଫଟୋ ସେୟାର କରିଥିଲେ ।ଫଟୋରେ ଉଭୟ ଅଭିନେତ୍ରୀ ନିଜ ଟ୍ରଫିକୁ ପ୍ଲାଣ୍ଟ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସହିତ କିଆରା କ୍ୟାପସନରେ ଲେଖିଛନ୍ତି, “ମୋର ପ୍ରିୟ ଅଭିନେତ୍ରୀଙ୍କ ସହ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ୍ ଜିତିବା । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦର୍ଶକ ମୋତେ ସମ୍ମାନିତ କରିଥିବାରୁ ଜି ସିନେମା ଆୱାର୍ଡକୁ ଧନ୍ୟବାଦ ... ଦର୍ଶକଙ୍କ ପ୍ରେମ ଠାରୁ କୌଣସି ବଡ଼ ବିଜୟ ନାହିଁ, ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି ।




କାର୍ତ୍ତିକ୍‌ ଆର୍ଯ୍ୟନ ବି ଦେଖାଇଛନ୍ତି ଟ୍ରଫି

କାର୍ତ୍ତିକ ଆର୍ଯ୍ୟନ୍ ପରଫର୍ମ ଅଫ୍‌ ଦ ଇଅରର ଆୱାର୍ଡ ଜିତିଛନ୍ତି । ଅଭିନେତା ଟ୍ରଫି ସହିତ ନିଜର ଏକ ଫଟୋ ସେୟାର କରିଥିଲେ। ଏହା ସହ ଏକ ସୁନ୍ଦର କ୍ୟାପସନ୍‌ ଲେଖି ସେୟାର କରିଛନ୍ତି । 




ଜି ସିନେ ଆୱାର୍ଡ ୨୦୨୪ର ୱିନର ଲିଷ୍ଟ 

ଶ୍ରେଷ୍ଠ ଅଭିନେତା (ପପୁଲାର): ଯବାନ ଏବଂ ପଠାନଙ୍କ ପାଇଁ ଶାହାରୁଖ ଖାନ 

ଶ୍ରେଷ୍ଠ ଅଭିନେତା (ଦର୍ଶକଙ୍କ ପସନ୍ଦ): ଗଦର ୨ ପାଇଁ ସନ୍ନି ଦେଓଲ୍ 

ଶ୍ରେଷ୍ଠ ଅଭିନେତ୍ରୀ (ପପୁଲାର): ମିସେସ୍‌ ଚାଟାର୍ଜୀ ଭର୍ସସେ ନରୱେ ପାଇଁ ରାଣୀ ମୁଖାର୍ଜୀ 

ଶ୍ରେଷ୍ଠ ଅଭିନେତ୍ରୀ (ଦର୍ଶକଙ୍କ ପସନ୍ଦ): ସତ୍ୟପ୍ରେମ କି କଥା ପାଇଁ କିଆରା ଆଡଭାନୀ 

ବେଷ୍ଟ ଆକ୍ଟର ଅପ୍‌ ଦି ଇୟର (ପୁରୁଷ): ସତ୍ୟପ୍ରେମ କି କଥା ପାଇଁ କାର୍ତ୍ତିକ ଆର୍ଯ୍ୟନ୍ 

ବେଷ୍ଟ ଆକ୍ଟ୍ରେସ ଅପ୍‌ ଦି ଇୟର (ମହିଳା): ଖୋ ଗାଏ ହମ୍ କାହାଁ ପାଇଁ ଅନନ୍ୟା ପାଣ୍ଡେ 

ବେଷ୍ଟ ଫିଲ୍ମ - ଜୱାନ୍ 

ବେଷ୍ଟ ମ୍ୟୁଜିକ୍‌- ଜୱାନ୍ 

ବେଷ୍ଟ VFX - ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ (ଜୱାନ୍)

ବେଷ୍ଟ ଆକ୍ସନ - ସ୍ପାଇରୋ ରଜାଟୋସ୍, ଏନେଲ୍ ଆରାସୁ, କ୍ରେଗ୍ ମ୍ୟାକ୍ରା ଏବଂ ଟିମ୍ (ଜୱାନ)

ବେଷ୍ଟ ବ୍ୟାକରାଉଣ୍ଡ ମ୍ୟୁଜିକ୍‌- ଅନିରୁଦ୍ଧ (ଜୱାନ୍)

ବେଷ୍ଟ ମ୍ୟୁଜିକ୍‌ ଡାଇରେକ୍ଟର- ଅନିରୁଦ୍ଧ (ଜୱାନ)

ବେଷ୍ଟ ଡାଏଲଗ-ସୁମିତ ଆରୋରା (ଜୱାନ୍)

ବେଷ୍ଟ ପ୍ଲେକ୍ ସିଙ୍ଗର (ପୁରୁଷ) - ଅରିଜିତ୍ ସିଂ (ଜୁମ୍ ଜୋ ପଠାନ୍ - ପଠାନ୍)

ବେଷ୍ଟ ପ୍ଲେ ବ୍ୟାକ୍ ସିଙ୍ଗର (ମହିଳା) - ଶିଳ୍ପା ରାଓ (ବେସରାମ ରଙ୍ଗ - ପଠାନ୍)

ବେଷ୍ଟ ଲିରିକସ୍‌ - କୁମାର (ଛଲେୟା – ଜୱାନ)

ବେଷ୍ଟ କୋରିଓଗ୍ରାଫି - ବସ୍କୋ ମାର୍ଟିସ୍ (ଝୁମେ ଜୋ ପଠାନ୍ - ପଠାନ୍)

ବେଷ୍ଟ କଷ୍ଟ୍ୟୁମ୍‌ ଡିଜାଇନ୍ - ମନୀଷ ମଲହୋତ୍ରା (ରକି ଔର ରାନୀ କି ପ୍ରେମ କାହାନି)

ବେଷ୍ଟ ଷ୍ଟୋରୀ - ଏଟଲି (ଜୱାନ)