ଅଇଁଠାପାଲିରେ ସ୍ୱଚ୍ଛତା ପକ୍ଷ ପାଳନ

ସମ୍ବଲପୁର :ଅଇଁଠାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ପକ୍ଷ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଇଁଠାପାଲି ଠାରେ ଆଜି ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଦିଲୀପ କୁମାର ନନ୍ଦ ଙ୍କ ପରିଚାଳନାରେ ୩୦ ରୁ ଉର୍ଧ ସ୍ୱାସ୍ଥ୍ୟ କର୍ମଚାରୀ ,ଆଶା ଓ ସ୍ୱେଚ୍ଛାସେବୀ ମାନେ ଭାଗ ନେଇ ଥିଲେ ପ୍ରଥମେ ଡାକ୍ତରଖାନା ମଧ୍ୟରେ ସ୍ୱଚ୍ଛତା ପକ୍ଷ ଉପରେ ଏକ ଆଲୋଚନା ଚକ୍ର ଡାକ୍ତର ସନ୍ତୋଷ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜନ କରାଯାଇଥିଲା […] The post ଅଇଁଠାପାଲିରେ ସ୍ୱଚ୍ଛତା ପକ୍ଷ ପାଳନ appeared first on Odisha.News.

ଅଇଁଠାପାଲିରେ ସ୍ୱଚ୍ଛତା ପକ୍ଷ ପାଳନ

ସମ୍ବଲପୁର :ଅଇଁଠାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ପକ୍ଷ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଇଁଠାପାଲି ଠାରେ ଆଜି ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଦିଲୀପ କୁମାର ନନ୍ଦ ଙ୍କ ପରିଚାଳନାରେ ୩୦ ରୁ ଉର୍ଧ ସ୍ୱାସ୍ଥ୍ୟ କର୍ମଚାରୀ ,ଆଶା ଓ ସ୍ୱେଚ୍ଛାସେବୀ ମାନେ ଭାଗ ନେଇ ଥିଲେ ପ୍ରଥମେ ଡାକ୍ତରଖାନା ମଧ୍ୟରେ ସ୍ୱଚ୍ଛତା ପକ୍ଷ ଉପରେ ଏକ ଆଲୋଚନା ଚକ୍ର ଡାକ୍ତର ସନ୍ତୋଷ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜନ କରାଯାଇଥିଲା l ଡାକ୍ତର ସାହୁକହିଥିଲେ ଯେ ସ୍ୱଚ୍ଛତା ଅଭିଯାନ ପ୍ରଥମେ ନିଜ ଘରୁ ଆରମ୍ଭ କରି ନିଜେ ସଫାସୁତୁରା ରହି ଅନ୍ୟକୁ ସଫା ସୁତାର ର ଉପକାରିତା ଉପରେ ବୁଝାଇବା ଏହାର ଲକ୍ଷ ବୋଲି କହିଥିଲେ ପରେ ଡାକ୍ତରଖାନା ର ସମସ୍ତ କର୍ମଚାରୀ ଡାକ୍ତରଖାନା ପରିସର କୁ ସଫା କରିଥିଲେ lଏହି କାର୍ଯ୍ୟକ୍ରମରେ ବିଜୟ ବନଛୋର ,ସୋଭାଗ୍ୟ ପlତ୍ର ଗୌରାଙ୍ଗ ପ୍ରଧାନ, ଯାଜ୍ଞସେନୀ ସାହୁ ,ପ୍ରିତୀମଞ୍ଜରୀ ସାହୁ ,ସିରେନ୍ଦ୍ରୀ ବାରଲା ଜଗଦୀଶ ଅଦାବର ନବୀନ ବେହେରା ,ପ୍ରଣତି ପ୍ରୁସେଠ ,ସ୍ନେହା ଗଡ଼ନାୟକ ,ଅନିତା ଷଣ୍ଢ ,ବସନ୍ତ ମେହେର ପ୍ରଭୁତି ସହଯୋଗ କରିଥିଲେ

The post ଅଇଁଠାପାଲିରେ ସ୍ୱଚ୍ଛତା ପକ୍ଷ ପାଳନ appeared first on Odisha.News.