ଅକ୍ଟୋବର ୨୭ରେ OAS ପ୍ରିଲିମିନାରୀ ପରୀକ୍ଷା, ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି

କଟକ ୧୨।୯: ଅକ୍ଟୋବର ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା। ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓପିଏସସି । ଓପିଏସସି, ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା। ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.in ରେ ଲଗ୍ ଅନ୍ କରିବାକୁ ପରାମର୍ଶ ଦିଆଯାଇଛି ।You Can Read:କଟକ ସହରର ରାସ୍ତା ଅବସ୍ଥା ନେଇ କଡା ତାଗିଦ କରିଛନ୍ତି ହାଇକୋର୍ଟ, ତୁରନ୍ତ ମରାମତି ସହ ଆଲୋକୀକରଣ କାମ ସାରିବାକୁ ନିର୍ଦ୍ଦେଶ 

ଅକ୍ଟୋବର ୨୭ରେ OAS ପ୍ରିଲିମିନାରୀ ପରୀକ୍ଷା, ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି

କଟକ ୧୨।୯: ଅକ୍ଟୋବର ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା। ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓପିଏସସି । ଓପିଏସସି, ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା। ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.in ରେ ଲଗ୍ ଅନ୍ କରିବାକୁ ପରାମର୍ଶ ଦିଆଯାଇଛି ।

You Can Read:

କଟକ ସହରର ରାସ୍ତା ଅବସ୍ଥା ନେଇ କଡା ତାଗିଦ କରିଛନ୍ତି ହାଇକୋର୍ଟ, ତୁରନ୍ତ ମରାମତି ସହ ଆଲୋକୀକରଣ କାମ ସାରିବାକୁ ନିର୍ଦ୍ଦେଶ