ଅଖିଳେଶଙ୍କ ବଡ଼ ଘୋଷଣା: ଏହିମାନଙ୍କୁ ଦଳରୁ ବାହାର କରାଯିବ
ଲକ୍ଷ୍ନୌ, ୨୪।୭: ସମାଜବାଦୀ ଦଳକୁ ବିଦ୍ରୋହ ଏବଂ ବିଶ୍ୱାସଘାତକତା କରୁଥିବା ନେତାଙ୍କ ସମ୍ପର୍କରେ ଦଳର ସଭାପତି ଅଖିଳେଶ ଯାଦବଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସମାଜବାଦୀ ପାର୍ଟି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ସେମାନେ ଆଉ ଫେରିବେ ନାହିଁ। ଯଦି କେହି ଦଳକୁ ଫେରିଆସନ୍ତି, ଆଉ ଦଳରେ ସାମିଲ ହେବାକୁ କୁହନ୍ତିତେବେ ତାଙ୍କୁ ଦଳରୁ ବାହାରିବା ବାଟ ମଧ୍ୟ ଦେଖାଇଦେବେ ବୋଲି ଅଖିଳେଶ କହିଛନ୍ତି। ଏହି ସମୟ ମଧ୍ୟରେ ଅଖିଳେଶ ଯାଦବ […] The post ଅଖିଳେଶଙ୍କ ବଡ଼ ଘୋଷଣା: ଏହିମାନଙ୍କୁ ଦଳରୁ ବାହାର କରାଯିବ appeared first on Dharitri Odia News.
ଲକ୍ଷ୍ନୌ, ୨୪।୭: ସମାଜବାଦୀ ଦଳକୁ ବିଦ୍ରୋହ ଏବଂ ବିଶ୍ୱାସଘାତକତା କରୁଥିବା ନେତାଙ୍କ ସମ୍ପର୍କରେ ଦଳର ସଭାପତି ଅଖିଳେଶ ଯାଦବଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସମାଜବାଦୀ ପାର୍ଟି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ସେମାନେ ଆଉ ଫେରିବେ ନାହିଁ। ଯଦି କେହି ଦଳକୁ ଫେରିଆସନ୍ତି, ଆଉ ଦଳରେ ସାମିଲ ହେବାକୁ କୁହନ୍ତିତେବେ ତାଙ୍କୁ ଦଳରୁ ବାହାରିବା ବାଟ ମଧ୍ୟ ଦେଖାଇଦେବେ ବୋଲି ଅଖିଳେଶ କହିଛନ୍ତି।
ଏହି ସମୟ ମଧ୍ୟରେ ଅଖିଳେଶ ଯାଦବ ମଧ୍ୟ ବଜେଟକୁ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଚାଷୀଙ୍କୁ ସହାୟତା ମୂଲ୍ୟ ଦେବା ପରିବର୍ତ୍ତେ ସେମାନେ ସହଯୋଗୀ ଦଳମାନଙ୍କୁ ଦେଉଛନ୍ତି । ଉତ୍ତରପ୍ରଦେଶକୁ ବଡ଼ ସ୍ବପ୍ନ ଦେଖାଯାଇଥିଲା, ହେଲେ ଉତ୍ତରପ୍ରଦେଶ କ’ଣ ପାଇଲା? ଡବଲ ଇଞ୍ଜିନ ସରକାର ହେଇକି। ଉତ୍ତରପ୍ରଦେଶକୁଦୁଇଗୁଣ ଲାଭ ଦିଆଯିବା ଉଚିତ୍।
The post ଅଖିଳେଶଙ୍କ ବଡ଼ ଘୋଷଣା: ଏହିମାନଙ୍କୁ ଦଳରୁ ବାହାର କରାଯିବ appeared first on Dharitri Odia News.