ଜୟ ଜଗନ୍ନାଥ.. ଜୟ ନୀଳମାଧବ..
କଣ୍ଟିଲୋରେ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପରେ କାଳିଆପଲ୍ଲୀ ଗାଁରେ ଥିବା ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟ ଜଗନ୍ନାଥ.. ଜୟ ନୀଳମାଧବ.. ଜୟ ବିଶ୍ୱାବସୁ କହିଲେ ରାଷ୍ଟ୍ରପତି !