ଅଘଟଣମୁକ୍ତ ଓ ତ୍ରଟିଶୂନ୍ୟ ରଥଯାତ୍ରାକୁ ପ୍ରାଥମିକତା
ଅଘଟଣମୁକ୍ତ_ଓ_ତ୍ରଟିଶୂନ୍ୟ_ରଥଯାତ୍ରାକୁ_ପ୍ରାଥମିକତା ଅଘଟଣମୁକ୍ତ ଓ ତ୍ରଟିଶୂନ୍ୟ ରଥଯାତ୍ରା ଆମ ପ୍ରାଥମିକତା। ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ପ୍ରସ୍ତୁତିର ସ୍ବତନ୍ତ୍ର ସମୀକ୍ଷା ବୈଠକ ଶେଷରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁରକ୍ଷାକୁ ସୁନିଶ୍ଚିତ କରି ସୁରୁଖୁରୁରେ ରଥଯାତ୍ରା ସଂପନ୍ନ ପାଇଁ ପ୍ରାଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଏପଟେ ଗଜପତିଙ୍କ ପାଖରେ ଆଜି ପହଞ୍ଚିଛି ଶ୍ରୀଜିଉଙ୍କ ସୁସ୍ଥତାର ଖବର।...