Mahira Sharma Backless Blouse: ଶାଢ଼ି ଲୁକ୍ରେ ମନ ମୋହନ୍ତି ମାହିରା ଶର୍ମା; ଦେଖନ୍ତୁ ତାଙ୍କର ଏହି ଶାଢି ଲୁକ୍
ମାହିରା ଶର୍ମା ଟିଭିର ସବୁଠାରୁ ଭଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତିଦିନ ତାଙ୍କ କାମକୁ ନେଇ ପ୍ରଶଂସକଙ୍କ ସହ ଅପଡେଟ୍ ଶେୟାର କରନ୍ତି। ମାହିରା ଶାଢ଼ି ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି। ଦେଖନ୍ତୁ ତାଙ୍କର ଏହି ଶାଢି ଲୁକ୍।