ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ପ୍ରଥମଥର ପାଇଁ ନାୟକ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଅପକମିଂ ଡ୍ରାମା ମୁଭି ‘ରେଡ ୨’ରେ ସେ ଅଜୟଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଦ ମଚ ଆଓ୍ବେଟେଡ ସିକ୍ୱେଲ ମୁଭି ‘ରେଡ ୨’ ଜାନୁୟାରୀ ୬ରେ ଫ୍ଲୋରକୁ ଆସିଛି। ନିଜର ଉତ୍ସାହକୁ ଶେୟାର କରି ବାଣୀ ଲେଖିଛନ୍ତି, ସବୁବେଳେ ଅନେକ ଲୋକ ଅପେକ୍ଷା କରି ରହିଥାଆନ୍ତି ଏହି ଅଭିନେତାଙ୍କ ସହ ଅଭିନୟ କରିବାକୁ। ମୁଁ ହେଉଛି […] The post ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର appeared first on Dharitri Odia News.

ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ପ୍ରଥମଥର ପାଇଁ ନାୟକ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଅପକମିଂ ଡ୍ରାମା ମୁଭି ‘ରେଡ ୨’ରେ ସେ ଅଜୟଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଦ ମଚ ଆଓ୍ବେଟେଡ ସିକ୍ୱେଲ ମୁଭି ‘ରେଡ ୨’ ଜାନୁୟାରୀ ୬ରେ ଫ୍ଲୋରକୁ ଆସିଛି।
ନିଜର ଉତ୍ସାହକୁ ଶେୟାର କରି ବାଣୀ ଲେଖିଛନ୍ତି, ସବୁବେଳେ ଅନେକ ଲୋକ ଅପେକ୍ଷା କରି ରହିଥାଆନ୍ତି ଏହି ଅଭିନେତାଙ୍କ ସହ ଅଭିନୟ କରିବାକୁ। ମୁଁ ହେଉଛି ଅଜୟଙ୍କ ଜଣେ ବଡ ଫ୍ୟାନ। ସେ ସବୁବେଳେ ଯେମିତି ଢଙ୍ଗରେ କ୍ୟାମେରାକୁ ଫେସ୍‌ କରନ୍ତି ମୁଁ ତା’ର ଜଣେ ବଡ ଦିଓ୍ବାନା। ଆଉ ଏହି ନାୟକଙ୍କ ସହ କାମ କରିବା ବା ସ୍କ୍ରିନ ଶେୟାର କରିବା ମୋ ପାଇଁ କୌଣସି ସମ୍ମାନଠାରୁ କମ ନୁହେଁ ବୋଲି କହିଛନ୍ତି ଅଭିନେତ୍ରୀ।
ବଲିଉଡ ମୁଭି ‘ରେଡ ୨’ର ନିର୍ଦ୍ଦେଶନା ଦେଇଛନ୍ତି ରାଜ କୁମାର ଗୁପ୍ତା।
ତେବେ ଜଣେ ଅଭିନେତ୍ରୀ ଭାବେ ସେଟରେ ତାଙ୍କର ଅଭିନୟକୁ ଅବଜରଭ କରିବା ମୋ ଏକ୍ସପିରିଏନ୍ସରେ ଏକ ବଡ ଫର୍ଦ୍ଦ ଯୋଡି ଦେଇଛି।

The post ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର appeared first on Dharitri Odia News.