ଅଞ୍ଚଳର ସମସ୍ୟା ନେଇ ସାଂସଦଙ୍କ ସହିତ ଆଲୋଚନା
ଫୁଲବାଣୀ: ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ଶନିବାର ଦିନ ଫୁଲବାଣୀ ଠାରେ କାର୍ଗିଲ ବିଜୟର ୨୫ ବର୍ଷ ପାଳନ ଅବସରରେ ଏକ ଜନସଭା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦାରିଙ୍ଗବାଡି ବ୍ଳକ ବିଜେପି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ପ୍ରତିନିଧି ଓ କର୍ମକର୍ତ୍ତା ମାନେ ସାକ୍ଷାତ କରି ଦାରିଙ୍ଗବାଡି ବ୍ଳକର ସମସ୍ୟା ସମ୍ପର୍କରେ ଆଲୋଚନା […]

ଫୁଲବାଣୀ: ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ଶନିବାର ଦିନ ଫୁଲବାଣୀ ଠାରେ କାର୍ଗିଲ ବିଜୟର ୨୫ ବର୍ଷ ପାଳନ ଅବସରରେ ଏକ ଜନସଭା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦାରିଙ୍ଗବାଡି ବ୍ଳକ ବିଜେପି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ପ୍ରତିନିଧି ଓ କର୍ମକର୍ତ୍ତା ମାନେ ସାକ୍ଷାତ କରି ଦାରିଙ୍ଗବାଡି ବ୍ଳକର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।