ଅଟୋ ରିକ୍ସାରେ ଚାଲାଣ ହେଉଥିଲା ମଦ, ଜଣକୁ ଗିରଫ କଲା ପୋଲିସ
କଟକ(କେନ୍ୟୁଜ୍) : ଅଟୋ ରିକ୍ସାରେ ଆସ୍କା ଫଟି। ୧୫୦ ଲିଟର ଦେଶୀ ମଦ ଜବତ କଲା ବାରଙ୍ଗ ଥାନା ପୋଲିସ। କଟକ ମଧୁସୂଦନ ବ୍ରିଜ ନିକଟରେ ଧରିଲା ପୋଲିସ। ଗୋଡ଼ିସାହିରୁ କଟକ ଚାଲାଣ ହେଉଥିଲା ମଦ। ଅଟୋ ରିକ୍ସା ଜବତ। ୩୦ ଟି କାର୍ଟୁନରେ ଯାଉଥିଲା ୭୫୦ ଟି ମଦ ଭର୍ତ୍ତି ବୋତଲ । ହରିପୁର-ଦୋଳମୁଣ୍ଡେଇ ଅଞ୍ଚଳର ଅକ୍ଷୟ କୁମାର ଜେନା ଗିରଫ କରାଯାଇଛି । ଏନେଇ ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ ସୂଚନା ଦେଇଛନ୍ତି। The post ଅଟୋ ରିକ୍ସାରେ ଚାଲାଣ ହେଉଥିଲା ମଦ, ଜଣକୁ ଗିରଫ କଲା ପୋଲିସ appeared first on KNews Odisha.

କଟକ(କେନ୍ୟୁଜ୍) : ଅଟୋ ରିକ୍ସାରେ ଆସ୍କା ଫଟି। ୧୫୦ ଲିଟର ଦେଶୀ ମଦ ଜବତ କଲା ବାରଙ୍ଗ ଥାନା ପୋଲିସ। କଟକ ମଧୁସୂଦନ ବ୍ରିଜ ନିକଟରେ ଧରିଲା ପୋଲିସ। ଗୋଡ଼ିସାହିରୁ କଟକ ଚାଲାଣ ହେଉଥିଲା ମଦ। ଅଟୋ ରିକ୍ସା ଜବତ। ୩୦ ଟି କାର୍ଟୁନରେ ଯାଉଥିଲା ୭୫୦ ଟି ମଦ ଭର୍ତ୍ତି ବୋତଲ । ହରିପୁର-ଦୋଳମୁଣ୍ଡେଇ ଅଞ୍ଚଳର ଅକ୍ଷୟ କୁମାର ଜେନା ଗିରଫ କରାଯାଇଛି । ଏନେଇ ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ ସୂଚନା ଦେଇଛନ୍ତି।
The post ଅଟୋ ରିକ୍ସାରେ ଚାଲାଣ ହେଉଥିଲା ମଦ, ଜଣକୁ ଗିରଫ କଲା ପୋଲିସ appeared first on KNews Odisha.