ଅଡୁଆରେ Ola, Uber କ୍ୟାବ୍‌ ସଂସ୍ଥା

ଭୁବନେଶ୍ୱର:ପରିବହନ ସୁବିଧା ପାଇଁ ଅନେକ ବ୍ୟକ୍ତି Ola, Uberକୁ ବ୍ୟବହାର କରୁଛନ୍ତି। Ola, Uber ବ୍ୟବହାରକୁ ନେଇ ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦର ଦେଖିବାକୁ ମିଳୁଥିବା Ola, Uberକୁ ନୋଟିସ୍‌ କଲେ ଉପଭୋକ୍ତା ମନ୍ତ୍ରାଳୟ। ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ନୋଟିସ୍‌ ଜାରି ହୋଇଛି। ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ରେଟ୍‌ରୁ ନୋଟିସ୍‌ କରାଯାଇଛି। ଏନେଇ ଜବାବ ରଖିବାକୁ କେନ୍ଦ୍ର […]

ଅଡୁଆରେ Ola, Uber କ୍ୟାବ୍‌ ସଂସ୍ଥା

ଭୁବନେଶ୍ୱର:ପରିବହନ ସୁବିଧା ପାଇଁ ଅନେକ ବ୍ୟକ୍ତି Ola, Uberକୁ ବ୍ୟବହାର କରୁଛନ୍ତି। Ola, Uber ବ୍ୟବହାରକୁ ନେଇ ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦର ଦେଖିବାକୁ ମିଳୁଥିବା Ola, Uberକୁ ନୋଟିସ୍‌ କଲେ ଉପଭୋକ୍ତା ମନ୍ତ୍ରାଳୟ। ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ନୋଟିସ୍‌ ଜାରି ହୋଇଛି। ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ରେଟ୍‌ରୁ ନୋଟିସ୍‌ କରାଯାଇଛି। ଏନେଇ ଜବାବ ରଖିବାକୁ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଉଭୟ କ୍ୟାବ୍‌ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।