ଅତାବିରା ପଂଚାୟତ ଦୁର୍ଗା ପୂଜା ଉଦଯାପିତ

ଝାରସୁଗୁଡା: ଲଖନପୁର ବ୍ଲକ ସୀମାନ୍ତ ଅତାବିରା ପଂଚାୟତ ସାର୍ଵଜନିକ ଦୁର୍ଗା ପୂଜା ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଏହି ପୁଜାରେ କ୍ଷୀରୋଦ ପଧାନ ସ୍ୱପତ୍ନୀକ କର୍ତା ଥିବା ବେଳେ ଚତୁର୍ଭୁଜ ପୂଜାରୀ ପୂଜକ ଦାଇତ୍ୱ ନିର୍ବାହ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତାବିରା, କୁମର, କଟାପାଲି,ଭୁନ୍ଦୁପାଲି,,ଗିରେଳପାଲି ର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଦୀର୍ଘ ୨୪ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।କାର୍ଯ୍ୟକ୍ରମରେ ବିଜୟ ବିଶ୍ୱାଳ,ରିଙ୍କୁ ଜଏଶ୍ୱାଳ,ଚୈତନ୍ୟ ଖମାରି, ଅଶ୍ୱିନୀ ବିଶ୍ୱାଳ,ପ୍ରଭାକର ଧୁରୁଆ,ଜଗବନ୍ଧୁ ବିଶ୍ୱାଳ,ପ୍ରମୋଦ ସିଦାର,ରାମଚନ୍ଦ୍ର ପଧାନ, ପ୍ରଦୀପ […] The post ଅତାବିରା ପଂଚାୟତ ଦୁର୍ଗା ପୂଜା ଉଦଯାପିତ appeared first on Odisha.News.

ଅତାବିରା ପଂଚାୟତ ଦୁର୍ଗା ପୂଜା ଉଦଯାପିତ

ଝାରସୁଗୁଡା: ଲଖନପୁର ବ୍ଲକ ସୀମାନ୍ତ ଅତାବିରା ପଂଚାୟତ ସାର୍ଵଜନିକ ଦୁର୍ଗା ପୂଜା ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଏହି ପୁଜାରେ କ୍ଷୀରୋଦ ପଧାନ ସ୍ୱପତ୍ନୀକ କର୍ତା ଥିବା ବେଳେ ଚତୁର୍ଭୁଜ ପୂଜାରୀ ପୂଜକ ଦାଇତ୍ୱ ନିର୍ବାହ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତାବିରା, କୁମର, କଟାପାଲି,ଭୁନ୍ଦୁପାଲି,,ଗିରେଳପାଲି ର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଦୀର୍ଘ ୨୪ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।କାର୍ଯ୍ୟକ୍ରମରେ ବିଜୟ ବିଶ୍ୱାଳ,ରିଙ୍କୁ ଜଏଶ୍ୱାଳ,ଚୈତନ୍ୟ ଖମାରି, ଅଶ୍ୱିନୀ ବିଶ୍ୱାଳ,ପ୍ରଭାକର ଧୁରୁଆ,ଜଗବନ୍ଧୁ ବିଶ୍ୱାଳ,ପ୍ରମୋଦ ସିଦାର,ରାମଚନ୍ଦ୍ର ପଧାନ, ପ୍ରଦୀପ ସାହୁ,ଚନ୍ଦ୍ରଶେଖର ବେହେରା,ରଞ୍ଜିତ ପାତ୍ର,ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ।

The post ଅତାବିରା ପଂଚାୟତ ଦୁର୍ଗା ପୂଜା ଉଦଯାପିତ appeared first on Odisha.News.