ଅତିଥିଙ୍କୁ ଅଣଦେଖା କରି ନାହାନ୍ତି ମୋଦି
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଓହ୍ଲାଇ ଆସି ଲୋକଙ୍କ ମଧ୍ୟରେ ପହଞ୍ଚିଥିଲେ। ସେ ଗ୍ୟାଲେରୀରେ ବସିଥିବା ସେଲିବ୍ରିଟିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପରେ ସେ ରବିନ୍ଦ୍ର ଜାଡେଜା, ପି.ଟି ଉଷା, ରଜନୀକାନ୍ତ, କୁମାର ମଙ୍ଗଲମ ବିର୍ଲା, ମୁକେଶ ଅମ୍ବାନୀ, ସୁମିତ୍ରା ମହାଜନ, ଅମିତାଭ ବଚ୍ଚନ, ଅନିଲ ଅମ୍ବାନୀ, ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ, ସ୍ବାମୀ ଅବଧେଶାନନ୍ଦ ଗିରିଜୀ ହମାରାଜ, ମୋରାରୀ ବାପୁ, ଉମା ଭାରତୀ, ପୁଣ୍ଡାରିକ ଗୋସ୍ବାମୀ ଜୀ, ସ୍ବାଧ୍ୱୀ ରୁତଂଭରା ଇତ୍ୟାଦି ଉପସ୍ଥିତ ଥିଲେ। […] The post ଅତିଥିଙ୍କୁ ଅଣଦେଖା କରି ନାହାନ୍ତି ମୋଦି appeared first on Dharitri Odia News.
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଓହ୍ଲାଇ ଆସି ଲୋକଙ୍କ ମଧ୍ୟରେ ପହଞ୍ଚିଥିଲେ। ସେ ଗ୍ୟାଲେରୀରେ ବସିଥିବା ସେଲିବ୍ରିଟିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପରେ ସେ ରବିନ୍ଦ୍ର ଜାଡେଜା, ପି.ଟି ଉଷା, ରଜନୀକାନ୍ତ, କୁମାର ମଙ୍ଗଲମ ବିର୍ଲା, ମୁକେଶ ଅମ୍ବାନୀ, ସୁମିତ୍ରା ମହାଜନ, ଅମିତାଭ ବଚ୍ଚନ, ଅନିଲ ଅମ୍ବାନୀ, ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ, ସ୍ବାମୀ ଅବଧେଶାନନ୍ଦ ଗିରିଜୀ ହମାରାଜ, ମୋରାରୀ ବାପୁ, ଉମା ଭାରତୀ, ପୁଣ୍ଡାରିକ ଗୋସ୍ବାମୀ ଜୀ, ସ୍ବାଧ୍ୱୀ ରୁତଂଭରା ଇତ୍ୟାଦି ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଅଭିନେତା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ପଚାରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅମିତାଭ ଏବଂ ଅନିଲ ଅମ୍ବାନୀଙ୍କ ଶୁଭେଚ୍ଛା ଗ୍ରହଣ କରିବା ସହ ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା ଏବଂ ତାଙ୍କ ପୁଅ କୁମାରସ୍ବାମୀଙ୍କ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।
The post ଅତିଥିଙ୍କୁ ଅଣଦେଖା କରି ନାହାନ୍ତି ମୋଦି appeared first on Dharitri Odia News.