ଅଦିନିଆ ବର୍ଷା ଓ ବଜ୍ରପାତ, ୩ ଗୁରୁତର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁରରେ ଅଦିନିଆ ବର୍ଷା ଓ ବଜ୍ରପାତ ଦେଖିବାକୁ ମିଳିଛି। ଏହି ବଜ୍ରାଘାତରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।  ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆହତ ମାନେ ହେଲେ ଏ.ଭୁବୁନି, ଏ.ଡୋଲିଆମା, ଏ.ନାର୍ସି ।

ଅଦିନିଆ ବର୍ଷା ଓ ବଜ୍ରପାତ, ୩ ଗୁରୁତର
severe lightning strike IN Nirakarpur: 6 injured including tuition teacher