ଅଧାବାଟେ ଚାଲିଗଲା କାଉଡିଆଙ୍କ ଜୀଵନ, କଣ୍ଟିଲୋରୁ ଗତିକେଶ୍ୱର ଆସୁଥିଲେ
ନୟାଗଡ : ଅଧାବାଟେ ଚାଲିଗଲା କାଉଡିଆଙ୍କ ଜୀଵନ । ଆଜି ନୟାଗଡ ସଦର ଥାନା ଆନ୍ତରିକ ହୀରାଦେଇପୁର ଗାଁର ବୃନ୍ଦାବନ ସ୍ୱାଇଁ ପାଣି ଆଣିବାପାଇଁ କଣ୍ଟିଲୋ ଘାଟକୁ ଯାଇଥିଲେ । କଣ୍ଟିଲୋରୁ ପାଣି ଉଠାଇ ସେ ମାଳିସାହି ଗତିକେଶ୍ୱର ଆସୁଥିଲେ। ତେବେ ପାଣି ନେଇ ଆସୁଥିବାବେଳେ ଯୋଗିଆପଲ୍ଲୀ ନିକଟରେ ସେ ହଠାତ ପଡିଯାଇଥିଲେ । ସେଠାରୁ ସଂଗେ ସଂଗେ 108 ଆମ୍ବୁଲାନ୍ସରେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ […] The post ଅଧାବାଟେ ଚାଲିଗଲା କାଉଡିଆଙ୍କ ଜୀଵନ, କଣ୍ଟିଲୋରୁ ଗତିକେଶ୍ୱର ଆସୁଥିଲେ appeared first on KNews Odisha.

ନୟାଗଡ : ଅଧାବାଟେ ଚାଲିଗଲା କାଉଡିଆଙ୍କ ଜୀଵନ । ଆଜି ନୟାଗଡ ସଦର ଥାନା ଆନ୍ତରିକ ହୀରାଦେଇପୁର ଗାଁର ବୃନ୍ଦାବନ ସ୍ୱାଇଁ ପାଣି ଆଣିବାପାଇଁ କଣ୍ଟିଲୋ ଘାଟକୁ ଯାଇଥିଲେ । କଣ୍ଟିଲୋରୁ ପାଣି ଉଠାଇ ସେ ମାଳିସାହି ଗତିକେଶ୍ୱର ଆସୁଥିଲେ। ତେବେ ପାଣି ନେଇ ଆସୁଥିବାବେଳେ ଯୋଗିଆପଲ୍ଲୀ ନିକଟରେ ସେ ହଠାତ ପଡିଯାଇଥିଲେ । ସେଠାରୁ ସଂଗେ ସଂଗେ 108 ଆମ୍ବୁଲାନ୍ସରେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କରଣରୁ ତାଙ୍କର ମୁତ୍ୟୁ ହୋଇଛି ଶବ ବ୍ୟବଛେଦ ପରେ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।
The post ଅଧାବାଟେ ଚାଲିଗଲା କାଉଡିଆଙ୍କ ଜୀଵନ, କଣ୍ଟିଲୋରୁ ଗତିକେଶ୍ୱର ଆସୁଥିଲେ appeared first on KNews Odisha.