ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହରେ ସେଲିବ୍ରେଟିଙ୍କ ଦମଦାର ଲୁକ୍
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଯୋଡି ୧୨ ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି। ସମ୍ପ୍ରତି ସଂଗୀତ ସମାରୋହରେ ପ୍ରସିଦ୍ଧ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ଆଲିଆ ଭଟ୍ଟ, ରଣବୀର କପୁର, ଦୀଶା ପାଟନୀ, ଜାହ୍ନବୀ କପୁର ଆଦି କଳାକାର ଅଂଶଗ୍ରହଣ କରିଥିଲେ।