ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଥିଲେ, ୫ କୋର୍ଟଚାଲାଣ

ଖଲ୍ଲିକୋଟ,୧୦ା୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳି୍‌ଆପଲ୍ଲୀ ଗ୍ରାମରେ ଗାଁ ମଝିରେ ଜଣେ ମହିଳାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିବା ଘଟଣାରେ ୫ ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ତେନ୍ତୁଳିଆପଲ୍ଲୀ ଗ୍ରାମର ମଞ୍ଜରୀ ରାଉତ ନିଜ ସମ୍ପର୍କୀୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ବିଷୟକୁ ନେଇ ବିବାଦ ହୋଇଥିଲା। ଏହି ଘଟଣାକୁ ନେଇ ୫ ଜଣ ଆସି ଝଗଡ଼ା କରି ତାଙ୍କୁ ଗାଁ ମଝିରେ ଥିବା କୁଞ୍ଜଘର ଖୁଣ୍ଟରେ ବାନ୍ଧି ଦେଇଥିଲେ ଏବଂ […] The post ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଥିଲେ, ୫ କୋର୍ଟଚାଲାଣ appeared first on Dharitri Odia News.

ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଥିଲେ, ୫ କୋର୍ଟଚାଲାଣ

ଖଲ୍ଲିକୋଟ,୧୦ା୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳି୍‌ଆପଲ୍ଲୀ ଗ୍ରାମରେ ଗାଁ ମଝିରେ ଜଣେ ମହିଳାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିବା ଘଟଣାରେ ୫ ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ତେନ୍ତୁଳିଆପଲ୍ଲୀ ଗ୍ରାମର ମଞ୍ଜରୀ ରାଉତ ନିଜ ସମ୍ପର୍କୀୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ବିଷୟକୁ ନେଇ ବିବାଦ ହୋଇଥିଲା। ଏହି ଘଟଣାକୁ ନେଇ ୫ ଜଣ ଆସି ଝଗଡ଼ା କରି ତାଙ୍କୁ ଗାଁ ମଝିରେ ଥିବା କୁଞ୍ଜଘର ଖୁଣ୍ଟରେ ବାନ୍ଧି ଦେଇଥିଲେ ଏବଂ ମାଡ଼ ମାରିଥିଲେ। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ୫ଜଣଙ୍କୁ ଗିରଫ କରିଛି।

The post ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଥିଲେ, ୫ କୋର୍ଟଚାଲାଣ appeared first on Dharitri Odia News.