ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଦବ୍ଦବା ଶେଷ, ଆଗକୁ ଆସିଲେ ବାବର, ରେକର୍ଡ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବାବର ଆଜାମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଏ। ବାବର ଆଜାମଙ୍କୁ କ୍ରିକେଟ ଜଗତର ପରବର୍ତ୍ତୀ ବଡ ବ୍ୟାଟର୍ କୁହାଯାଏ। କିନ୍ତୁ ବାବର ଆଜମ ପ୍ରକୃତରେ କ୍ରିକେଟ ଦୁନିଆରେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବାକୁ ସାମର୍ଥ୍ୟ କି ନୁହେଁ, ଆସନ୍ତୁ ଜାଣିବା… ଅନ୍ତର୍ଜାତୀୟ କ୍ରିକେଟରେ ଗତ ଦୁଇ ବର୍ଷ ମଧ୍ୟରେ ବାବର କୋହଲିଙ୍କୁ ଶତକ […] The post ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଦବ୍ଦବା ଶେଷ, ଆଗକୁ ଆସିଲେ ବାବର, ରେକର୍ଡ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବାବର ଆଜାମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଏ। ବାବର ଆଜାମଙ୍କୁ କ୍ରିକେଟ ଜଗତର ପରବର୍ତ୍ତୀ ବଡ ବ୍ୟାଟର୍ କୁହାଯାଏ। କିନ୍ତୁ ବାବର ଆଜମ ପ୍ରକୃତରେ କ୍ରିକେଟ ଦୁନିଆରେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବାକୁ ସାମର୍ଥ୍ୟ କି ନୁହେଁ, ଆସନ୍ତୁ ଜାଣିବା…
ଅନ୍ତର୍ଜାତୀୟ କ୍ରିକେଟରେ ଗତ ଦୁଇ ବର୍ଷ ମଧ୍ୟରେ ବାବର କୋହଲିଙ୍କୁ ଶତକ ହାସଲ କରିବା ମାମଲାରେ ପଛରେ ପକାଇ ଦେଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବାବର ୧୧ଟି ଅନ୍ତର୍ଜାତୀୟ ଶତକ ହାସଲ କରିଥିବାବେଳେ ବିରାଟ କୋହଲି ୧୦ଟି ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। କୋହଲି ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥିସହ ଶୁବମନ ଗିଲ ମଧ୍ୟ ୧୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି।
ଏହି ତାଲିକାର ତୃତୀୟ ନମ୍ବର ହେଉଛି ନ୍ୟୁଜିଲ୍ୟାଣ୍ଡର ଡେରିଲ ମିଚେଲ। ମିଚେଲ ଗତ ଦୁଇ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୯ ଶତକ ହାସଲ କରିଛନ୍ତି। ତେବେ ଗତ ଦୁଇ ବର୍ଷ ମଧ୍ୟରେ ବାବର ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି।
The post ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଦବ୍ଦବା ଶେଷ, ଆଗକୁ ଆସିଲେ ବାବର, ରେକର୍ଡ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.