ଅପରାହ୍ନ ୪ଟା ମୁଖ୍ୟ ଖବର
ରାଜଧାନୀରେ ୧ କୋଟି ଟଙ୍କାର ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ.. ଖଣ୍ଡଗିରିରୁ ଏହି ଗଞ୍ଜେଇ ଜବତ କରାଯାଇଛି.. ଗଞ୍ଜେଇ ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ ହେଉଥିବା ସୂଚନା.. ପାରାଦୀପ ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍ୟାର୍ଡରେ ଅଗ୍ନିକାଣ୍ଡ.. ପ୍ଲାଷ୍ଟିକ୍ କୋଟେଡ୍ ଆଇରନ୍ ପାଇପରେ ନିଆଁ ଲାଗିଥିବା ସୂଚନା.. ଓପିଏସସି/ଓଏସ୍ଏସ୍ସି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା.. ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଲିଷ୍ଟ ଅଛି ତଦନ୍ତ ହେବ, ଯିଏ ଦୋଷୀ ତାକୁ ଛଡାଯିବନି.. ୧୬ […]

ରାଜଧାନୀରେ ୧ କୋଟି ଟଙ୍କାର ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ.. ଖଣ୍ଡଗିରିରୁ ଏହି ଗଞ୍ଜେଇ ଜବତ କରାଯାଇଛି.. ଗଞ୍ଜେଇ ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ ହେଉଥିବା ସୂଚନା..
ପାରାଦୀପ ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍ୟାର୍ଡରେ ଅଗ୍ନିକାଣ୍ଡ.. ପ୍ଲାଷ୍ଟିକ୍ କୋଟେଡ୍ ଆଇରନ୍ ପାଇପରେ ନିଆଁ ଲାଗିଥିବା ସୂଚନା..
ଓପିଏସସି/ଓଏସ୍ଏସ୍ସି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା.. ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଲିଷ୍ଟ ଅଛି ତଦନ୍ତ ହେବ, ଯିଏ ଦୋଷୀ ତାକୁ ଛଡାଯିବନି..
୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ୍.. ସୋଏବ ଅଖତରଙ୍କ ଚ୍ୟାନେଲ ବି ସାମିଲ.. ଉତ୍ତେଜନାମୂଳକ ଏବଂ ସମ୍ବେଦନଶୀଳ ସାମ୍ପ୍ରଦାୟିକ ବିଷୟବସ୍ତୁ ପ୍ରସାର କରିବାକୁ ନେଇ ଏକାଧିକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନ..
ରାଜ୍ୟରେ ବିଦେଶୀଙ୍କ ରାସନ କାର୍ଡ କଟିବ.. ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର..