ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଧରି ସ୍ବାମୀ ଫେରାର, ଥାନାରେ ଅଭିଯୋଗ କରି ସ୍ତ୍ରୀ କହିଲେ…
ଭୁବନେଶ୍ୱର,୧୮।୩: ସ୍ବାାମୀ ଫେରାର ନେଇ ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଭୁବନେଶ୍ୱର ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ବାମୀ ଗତ ୧୬ ତାରିଖରୁ କେଉଁଆଡେ ପଳାଇଥିଲେ। ତାଙ୍କ ସ୍ବାମୀ ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଧରି ପଳାଇଥିବା ସେ ଅଭିଯୋଗ କରିଛନ୍ତି। ପ୍ରାୟ ୧୦ ଲକ୍ଷ ଟଙ୍କା, ନାମୀଦାମୀ ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ସ୍ତ୍ରୀ କହିଛନ୍ତି, ମୁଁ ଆଉ ସ୍ବାମୀ ଫେରିବା ଚାହୁଁନି, ଦଣ୍ଡ ଚାହୁଁଛି । The post ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଧରି ସ୍ବାମୀ ଫେରାର, ଥାନାରେ ଅଭିଯୋଗ କରି ସ୍ତ୍ରୀ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୮।୩: ସ୍ବାାମୀ ଫେରାର ନେଇ ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଭୁବନେଶ୍ୱର ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ବାମୀ ଗତ ୧୬ ତାରିଖରୁ କେଉଁଆଡେ ପଳାଇଥିଲେ। ତାଙ୍କ ସ୍ବାମୀ ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଧରି ପଳାଇଥିବା ସେ ଅଭିଯୋଗ କରିଛନ୍ତି। ପ୍ରାୟ ୧୦ ଲକ୍ଷ ଟଙ୍କା, ନାମୀଦାମୀ ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ସ୍ତ୍ରୀ କହିଛନ୍ତି, ମୁଁ ଆଉ ସ୍ବାମୀ ଫେରିବା ଚାହୁଁନି, ଦଣ୍ଡ ଚାହୁଁଛି ।
The post ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଧରି ସ୍ବାମୀ ଫେରାର, ଥାନାରେ ଅଭିଯୋଗ କରି ସ୍ତ୍ରୀ କହିଲେ… appeared first on Dharitri Odia News.