ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ, ଗ୍ରାମବାସୀଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ

ବାଲେଶ୍ୱର,୩୦।୭: ବାଲେଶ୍ୱର ସଦର ବ୍ଲକର ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ ବେଳେ ଏକ ଅଭାବନୀୟ ଘଟଣା ଘଟି ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ବୈଠକ ଚାଲିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜଣେ ମହିଳା ଅଭିଭାବକଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିବାଦ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ। ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଛି। The post ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ, ଗ୍ରାମବାସୀଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ appeared first on Dharitri Odia News.

ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ, ଗ୍ରାମବାସୀଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ

ବାଲେଶ୍ୱର,୩୦।୭: ବାଲେଶ୍ୱର ସଦର ବ୍ଲକର ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ ବେଳେ ଏକ ଅଭାବନୀୟ ଘଟଣା ଘଟି ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ବୈଠକ ଚାଲିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜଣେ ମହିଳା ଅଭିଭାବକଙ୍କୁ ପିଟିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିବାଦ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ। ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଛି।

The post ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ, ଗ୍ରାମବାସୀଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ appeared first on Dharitri Odia News.