ଅସ୍ଥାୟୀ ଆବାସ ସ୍ଥଳୀ ବୁଲି ଦେଖିଲେ ମନ୍ତ୍ରୀ ଓ ବିଧାୟକ

ପାଟଣା: ବାତ୍ୟା ଦାନା ପାଇଁ ପାଟଣା ବ୍ଲକ ଅଞ୍ଚଳରେ କରାଯାଇଥିବା ଅସ୍ଥାୟୀ ଆବାସ ସ୍ଥଳ ଗୁଡିକ ଆଜି ବୁଲି ଦେଖିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ। ପାଟଣା ବ୍ଲକର ତୁରୁମୁଙ୍ଗା, ନିହ୍ନୁଆଁ, ବାଉଁଶୁଳୀ ଓ ସରଧାପୁର ଆଦି ଅନ୍ୟାନ୍ୟ ଆଶ୍ରୟ ସ୍ଥଳରେ ରହୁଥିବା ଲୋକମାନଙ୍କୁ ଦିଆଯାଇଥିବା ଖାଦ୍ୟ ସାମଗ୍ରୀ କଥା ପଚାରିଥିଲେ। ଏହି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, […]

ଅସ୍ଥାୟୀ ଆବାସ ସ୍ଥଳୀ ବୁଲି ଦେଖିଲେ ମନ୍ତ୍ରୀ ଓ ବିଧାୟକ

ପାଟଣା: ବାତ୍ୟା ଦାନା ପାଇଁ ପାଟଣା ବ୍ଲକ ଅଞ୍ଚଳରେ କରାଯାଇଥିବା ଅସ୍ଥାୟୀ ଆବାସ ସ୍ଥଳ ଗୁଡିକ ଆଜି ବୁଲି ଦେଖିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ। ପାଟଣା ବ୍ଲକର ତୁରୁମୁଙ୍ଗା, ନିହ୍ନୁଆଁ, ବାଉଁଶୁଳୀ ଓ ସରଧାପୁର ଆଦି ଅନ୍ୟାନ୍ୟ ଆଶ୍ରୟ ସ୍ଥଳରେ ରହୁଥିବା ଲୋକମାନଙ୍କୁ ଦିଆଯାଇଥିବା ଖାଦ୍ୟ ସାମଗ୍ରୀ କଥା ପଚାରିଥିଲେ। ଏହି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ଏସଇଏଫ କେ ନାଗରାଜୁ ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ।