ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ…
ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧ କୋଟି ଥର ଲେଖା ହୋଇଛିଥିବା ରାମନାମ ଜାଗଜ, ୧୦୮ ଫୁଟ ଧୂପବତୀ, ୨୧୦୦କିଲୋଗ୍ରାମ ଓଜନର ଘଣ୍ଟି, ୧,୧୦୦ କିଲୋଗ୍ରାମ ଓଜନର ଏକ ବିରାଟ ଦୀପ, ସୁନା ଜୋତା, ୧୦ ଫୁଟ ଉଚ୍ଚ ତାଲା ଏବଂ ଚାବି। […] The post ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ… appeared first on Dharitri Odia News.
ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧ କୋଟି ଥର ଲେଖା ହୋଇଛିଥିବା ରାମନାମ ଜାଗଜ, ୧୦୮ ଫୁଟ ଧୂପବତୀ, ୨୧୦୦କିଲୋଗ୍ରାମ ଓଜନର ଘଣ୍ଟି, ୧,୧୦୦ କିଲୋଗ୍ରାମ ଓଜନର ଏକ ବିରାଟ ଦୀପ, ସୁନା ଜୋତା, ୧୦ ଫୁଟ ଉଚ୍ଚ ତାଲା ଏବଂ ଚାବି।
ଏକାସାଙ୍ଗରେ ଆଠଟି ଦେଶର ସମୟ ସୂଚିତ କରୁଥିବା ଏକ ଘଣ୍ଟା ଉପହାର ସ୍ବରୂପ ମନ୍ଦିରରେ ପହଞ୍ଚିଛି।
The post ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ… appeared first on Dharitri Odia News.