ଅଲଜାରୀ ଜୋସେଫଙ୍କ ପାଇଁ ଟଙ୍କା ବର୍ଷା କଲା ବାଙ୍ଗାଲୋର, ଉମେଶ ଯାଦବଙ୍କୁ ଦଳରେ ସାମିଲ କଲା ଗୁଜରାଟ
ଦୁବାଇ,୧୯।୧୨: ୱେଷ୍ଟଇଣ୍ଡିଜ୍ ଖେଳାଳି ଅଲଜାରୀ ଜୋସେଫଙ୍କୁ ୧୧.୫୦ କୋଟିରେ ଦଳରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଯୋଷେଫ କିଣିବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୧୧.୨୫ କୋଟି ଟଙ୍କା ଡାକିଥିଲା କିନ୍ତୁ ଶେଷରେ ଆରସିବି ବାଜି ମାରି ନେଇଥିଲା। ଅନ୍ୟପଟେ ଭାରତୀୟ ବୋଲର ଉମେଶ ଯାଦବଙ୍କୁ ୫.୮୦ କୋଟିରେ କିଣିଛି ଗୁଜରାଟ ଟାଇଟାନ୍ସ । ପ୍ରଥମେ ତାଙ୍କୁ କିଣିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା। ଏହା ପରେ […] The post ଅଲଜାରୀ ଜୋସେଫଙ୍କ ପାଇଁ ଟଙ୍କା ବର୍ଷା କଲା ବାଙ୍ଗାଲୋର, ଉମେଶ ଯାଦବଙ୍କୁ ଦଳରେ ସାମିଲ କଲା ଗୁଜରାଟ appeared first on Dharitri Odia News.
ଦୁବାଇ,୧୯।୧୨: ୱେଷ୍ଟଇଣ୍ଡିଜ୍ ଖେଳାଳି ଅଲଜାରୀ ଜୋସେଫଙ୍କୁ ୧୧.୫୦ କୋଟିରେ ଦଳରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଯୋଷେଫ କିଣିବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୧୧.୨୫ କୋଟି ଟଙ୍କା ଡାକିଥିଲା କିନ୍ତୁ ଶେଷରେ ଆରସିବି ବାଜି ମାରି ନେଇଥିଲା।
ଅନ୍ୟପଟେ ଭାରତୀୟ ବୋଲର ଉମେଶ ଯାଦବଙ୍କୁ ୫.୮୦ କୋଟିରେ କିଣିଛି ଗୁଜରାଟ ଟାଇଟାନ୍ସ । ପ୍ରଥମେ ତାଙ୍କୁ କିଣିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା। ଏହା ପରେ ଦିଲ୍ଲୀ କ୍ୟାପିଟାଲସ ମଧ୍ୟ ନିଲାମକୁ ଆସିଥିଲା। କିନ୍ତୁ ଗୁଜରାଟ ଉମେଶ ଯାଦବଙ୍କୁ ଶେଷରେ ୫.୮୦ କୋଟିରେ କିଣିଛି।
The post ଅଲଜାରୀ ଜୋସେଫଙ୍କ ପାଇଁ ଟଙ୍କା ବର୍ଷା କଲା ବାଙ୍ଗାଲୋର, ଉମେଶ ଯାଦବଙ୍କୁ ଦଳରେ ସାମିଲ କଲା ଗୁଜରାଟ appeared first on Dharitri Odia News.