ଅଷ୍ଟ୍ରେଲିଆନ ଓପନରୁ ଓହରିଗଲେ ନାଡାଲ

ମେଲବୋର୍ନ,୭।୧: ଟେନିସ ତାରକା ରାଫାଲ ନାଡାଲ ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ୧୨ମାସ ପରେ ଟେନିସକୁ ଫେରି ଥିବା ନାଡାଲ ଗୋଟିଏ ଟୁର୍ନାମେଣ୍ଟ ଖେଳି ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ଶୁକ୍ରବାର ବ୍ରିସବେନ୍‌ ଇଣ୍ଟରନ୍ୟାଶନାଲ କ୍ୱାର୍ଟରଫାଇନାଲରେ ସେ ଜୋର୍ଡାନ ଥମ୍ପସନଙ୍କଠାରୁ ହାରିଯାଇଥିଲେ। ନିକଟରେ ନାଡାଲଙ୍କ ପିଚାରେ ଅସ୍ତ୍ରୋପଚାର ହୋଇଥିଲା। ଫିଟ୍‌ ହେବାପରେ ସେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶୁକ୍ରବାର ମ୍ୟାଚରେ କିନ୍ତୁ ତାଙ୍କୁ ମେଡିକାଲ ଟାଇମ୍‌ ଆଉଟର ଆବଶ୍ୟକତା ପଡ଼ିଥିଲା। ଏପରିକି ସେ ମାଂସପେଶୀରେ ଯନ୍ତ୍ରଣା […] The post ଅଷ୍ଟ୍ରେଲିଆନ ଓପନରୁ ଓହରିଗଲେ ନାଡାଲ appeared first on Dharitri Odia News.

ଅଷ୍ଟ୍ରେଲିଆନ ଓପନରୁ ଓହରିଗଲେ ନାଡାଲ

ମେଲବୋର୍ନ,୭।୧: ଟେନିସ ତାରକା ରାଫାଲ ନାଡାଲ ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ୧୨ମାସ ପରେ ଟେନିସକୁ ଫେରି ଥିବା ନାଡାଲ ଗୋଟିଏ ଟୁର୍ନାମେଣ୍ଟ ଖେଳି ପୁଣି ଆଘାତପ୍ରାପ୍ତ ହୋଇଛନ୍ତି।

ଶୁକ୍ରବାର ବ୍ରିସବେନ୍‌ ଇଣ୍ଟରନ୍ୟାଶନାଲ କ୍ୱାର୍ଟରଫାଇନାଲରେ ସେ ଜୋର୍ଡାନ ଥମ୍ପସନଙ୍କଠାରୁ ହାରିଯାଇଥିଲେ। ନିକଟରେ ନାଡାଲଙ୍କ ପିଚାରେ ଅସ୍ତ୍ରୋପଚାର ହୋଇଥିଲା। ଫିଟ୍‌ ହେବାପରେ ସେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶୁକ୍ରବାର ମ୍ୟାଚରେ କିନ୍ତୁ ତାଙ୍କୁ ମେଡିକାଲ ଟାଇମ୍‌ ଆଉଟର ଆବଶ୍ୟକତା ପଡ଼ିଥିଲା। ଏପରିକି ସେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ସେ ଚିକିତ୍ସା ପାଇଁ ସ୍ପେନ ଫେରିଯାଇଛନ୍ତି।

The post ଅଷ୍ଟ୍ରେଲିଆନ ଓପନରୁ ଓହରିଗଲେ ନାଡାଲ appeared first on Dharitri Odia News.