‘ଅଷ୍ଟ୍ରେଲିଆରେ ବି ଫେଲ୍ ମାରିବେ ରୋହିତ-ବିରାଟ’
ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍ କରିବାରେ ବିଫଳ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସମାନ ଘଟିଥିଲା। ଫଳସ୍ବରୂପ ଏବେ ଦୁହେଁ ପ୍ରଶ୍ନ ଘେରରେ ଅଛନ୍ତି। ପ୍ରଶଂସକମାନେ ଅଷ୍ଟ୍ରେଲିଆରେ ସେମାନେ ଫର୍ମକୁ ଫେରିପାରନ୍ତି ବୋଲି ଆଶା ରଖିଛନ୍ତି। ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ସେଭଳି ଆଶା ନ ଥିବା କହିଛନ୍ତି। ଫକ୍ସ କ୍ରିକେଟ ସହ ଆଲୋଚନାରେ ମାଇକେଲ ଭାଓନ […] The post ‘ଅଷ୍ଟ୍ରେଲିଆରେ ବି ଫେଲ୍ ମାରିବେ ରୋହିତ-ବିରାଟ’ appeared first on Dharitri Odia News.
ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍ କରିବାରେ ବିଫଳ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସମାନ ଘଟିଥିଲା। ଫଳସ୍ବରୂପ ଏବେ ଦୁହେଁ ପ୍ରଶ୍ନ ଘେରରେ ଅଛନ୍ତି। ପ୍ରଶଂସକମାନେ ଅଷ୍ଟ୍ରେଲିଆରେ ସେମାନେ ଫର୍ମକୁ ଫେରିପାରନ୍ତି ବୋଲି ଆଶା ରଖିଛନ୍ତି। ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ସେଭଳି ଆଶା ନ ଥିବା କହିଛନ୍ତି।
ଫକ୍ସ କ୍ରିକେଟ ସହ ଆଲୋଚନାରେ ମାଇକେଲ ଭାଓନ କହିଛନ୍ତି, ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ଯଦି ଜିତିଯାଏ ତେବେ ରୋହିତ ଏବଂ କୋହଲିଙ୍କୁ ବଡ଼ ସ୍କୋର କରିବାକୁ ହେବ। ଭଲ ଫର୍ମକୁ ଫେରିବାକୁ ହେବ। ଆଶା ଥିଲେ ହେଁ ଡ଼ର ରହିଛି ଯେ ସେଭଳି କିଛି ହେବ ନାହିଁ। କାରଣ ଅଷ୍ଟ୍ରେଲିଆରେ କଙ୍ଗାରୁ ବୋଲରଙ୍କ ବିପକ୍ଷରେ ଖେଳିବାକୁ ହେଲେ କୌଶଳ ସହ ଉନ୍ନତ ଚିନ୍ତାଧାରା ସହ ମଇଦାନକୁ ଓହ୍ଲାଇବାକୁ ହେବ ବୋଲି ସେ କହିଛନ୍ତି।
The post ‘ଅଷ୍ଟ୍ରେଲିଆରେ ବି ଫେଲ୍ ମାରିବେ ରୋହିତ-ବିରାଟ’ appeared first on Dharitri Odia News.